ଆମ୍ବପାଳ ହୋମିଓ ପ୍ୟାଥିକ୍ ଚିକିତ୍ସାଳୟ ରେ ଡାକ୍ତରଙ୍କ ଅରାଜକତା ।

ଆଠମଲ୍ଲିକ,(ବୁଲୁ ଦଳେଇ) : – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ଅନ୍ତର୍ଗତ ଆମ୍ବପାଳ ହିମିଓ ପ୍ୟାଥିକ୍ ଚିକିତ୍ସାଳୟରେ ଡ଼ାକ୍ତର ଙ୍କ ଖାମଖିଆଲ ମନୋଭାବ ପୋଷଣ ପାଇଁ ଉକ୍ତ ଅଞ୍ଚଳ ର ଅଧିବାସୀ ମାନେ ସ୍ବାସ୍ଥ୍ୟ ସେବା ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ଡ଼ାକ୍ତର ଖାନାରେ ୪ଗୋଟି ପଞ୍ଚାୟତ ରୁ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ନିର୍ଭର କରିଥାନ୍ତି । ଯାହାକି ଡ଼ାକ୍ତର ଙ୍କ ଖାମଖିଆଲ ମନୋଭାବ ପୋଷଣ ଯୋଗୁଁ ସ୍ୱାସ୍ଥ୍ୟ ସେବା ବ୍ୟାହତ ହେଉଥିବା ଯୋଗୁଁ ଅଞ୍ଚଳବାସୀ ଅଭିଯୋଗ କରି ପ୍ରତିକ୍ରିୟା ରଖିଛନ୍ତି । ଆସନ୍ତୁ ଗ୍ରାମବାସୀଙ୍କ ମୁଖ ରୁ ଶୁଣିବା ସେ କଣ କହୁଛନ୍ତି ।

https://biplabnews.com/wp-content/uploads/2023/09/VID-20230916-WA0018.mp4