ଖୋର୍ଦ୍ଧା :(ପ୍ରିୟଙ୍କା ମହାପାତ୍ର )ଦୀର୍ଘ ସାତ ବର୍ଷ ଧରି ଖୋର୍ଦ୍ଧା ମୁଖ୍ୟ ନୂଆ ଵସଷ୍ଟାଣ୍ଡରେ ପୌରପାଳିକା ଦ୍ଵାରା ନିର୍ମାଣ ଧୀନ ଶୌଚାଳୟ ସମ୍ପୂର୍ଣ ରୂପେ ଅଚଳ ହୋଇ ପଡିଛି ଯାହା ଫଳରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ‘ଯେଉଁ ପାର୍ଶରେ ଶୌଚାଳୟ ନିର୍ମାଣ ହୋଇଥିଲା ସେଇ ପାର୍ଶରେ ଯାତ୍ରୀମାନେ ବାହାରେ ପରିସ୍ରା ଓ ମଳତ୍ୟାଗ କରିବା ଯୋଗୁ ସେଇ ପାର୍ଶ୍ୱ ଅପରିସ୍କାର ହୋଇ ପଡିଛି’ମହିଳା ଯାତ୍ରୀ ମାନେ ବିଶେଷ ରୂପେ ଅସୁବିଧିଆର ସମ୍ମୁଖୀନ୍ନ ହେଉଥିବା ସାଧାରଣ ରେ ଆଲୋଚନା ହେଉଛି’ଲୋକ ଏହା ମଧ୍ୟ୍ୟ ଆଲୋଚନା କରୁଛନ୍ତି ଦୀର୍ଘ ତିନି ବର୍ଷ ତଳେ ଶୌଚାଳୟ ଟି ସପୂର୍ଣ ରୂପେ କାଯ୍ୟ କ୍ଷମ ଥିଲା କିନ୍ତୁ ରାଜନୀତି କରଣ କରି ଚଞ୍ଚକତାର ସହିତ ଶୌଚାଳୟ କୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରିବା ପାଇଁ ମିଥ୍ୟା ପ୍ରଚାର କରି ଶୌଚାଳୟ କୁ ଆସୁଥିବା ପଇସାକୁ ଆତ୍ମସାଥ କରିଥିଲେ ଶୌଚାଳୟ ରେ ଲାଗିଥିବା ଗ୍ରିଲ ଝରକା କୁ ନିଶାଶକ୍ତ ବ୍ୟକ୍ତି ମାନେ ଓପାଡି ନେଇଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ‘ରାଜ୍ୟ ଏବଂ କେନ୍ଦ୍ର ସରକାର ନାନା ଯୋଜନା ମଧ୍ୟ୍ୟମ ରେ ସୋଚ୍ଛତା ଆଣିବାପାଇଁ ବିଜ୍ଞାପନ ମାଧ୍ୟମରେ ଜଣାଇ ଥିଲେ ମଧ୍ୟ୍ୟ ଖୋର୍ଦ୍ଧା ପୌରପାଳିକା ଏହା ପ୍ରତି ଦୁଷ୍ଟି ଦେଇନହାନ୍ତି ‘ପ୍ରତିଦିନ 50ରୁ ଉର୍ଦ୍ଧ ଵସ ଏହି ସ୍ଥାନ କୁ ଆସୁଥିଲେ ମଧ୍ୟ୍ୟ ଖୋର୍ଦ୍ଧା ପୌରପାଳିକା ଯାତ୍ରୀ ମାନଙ୍କ ସୁଭିଧା ପାଇଁ କେବେ ଶୌଚାଳୟ ନିର୍ମାଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା