ମାନ୍ୟବର ସାଂସଦ ରାୟଗଡରୁ କୋରାପୁଟ ଟ୍ରେନ ରେ ଗ୍ରସ୍ତ ।

ରାୟଗଡ-୦୨/୧୧(ପ୍ରଫୁଲ୍ଲ କୁମାର ବେହେରା): ମାନ୍ୟବର ସାଂସଦ କୋରାପୁଟ ଲୋକସଭା ଶ୍ରୀଯୁକ୍ତ ସପ୍ତଗିରି ଉଲାକା ରାୟଗଡା ଠାରୁ କୋରାପୁଟ ମଧ୍ୟରେ ଟ୍ରେନ ରେ ବିଷ୍ଟାଡମ କୋଚ ପାଇଁ ବହୁବାର କେନ୍ଦ୍ର ସରକାର ଏବଂ ରେଳ ବିଭାଗ ପାଖରେ ଦାବି ଉପସ୍ଥାପନ କରିଥିବାରୁ, ରେଳ ବିଭାଗ କିଛି ଦିନ ହେଉଛି Train No.08546 (ବିଶାଖାପାଟନମ ଠାରୁ କୋରାପୁଟ) ଯାତ୍ରା କରୁଥିବା ଟ୍ରେନରେ ଯାତ୍ରୀ ମାନେ ବିଷ୍ଟାଡମ କୋଚରେ ବସି ସୌନ୍ଦର୍ଯ୍ୟ ର ଉପଭୋଗ କରିପାରୁଛନ୍ତି l ଯାତ୍ରୀ ମାନେ କିପରି ଉପଭୋଗ କରୁଛନ୍ତି ତାହା ଜାଣିବାପାଇଁ ନିଜେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଉଲାକା ମହୋଦୟ ଆଜି ଯାତ୍ରୀ ମାନଙ୍କ ସହ ବିଷ୍ଟାଡମ କୋଚରେ ରାୟଗଡା ଠାରୁ କୋରାପୁଟ ଯାତ୍ରା କରିଛନ୍ତି ଏବଂ ସୌନ୍ଦର୍ଯ୍ୟ କୁ ଉପଭୋଗ କରି ନିଜ ମୋବାଇଲ ରେ କୋଇତ କରୁଥିବା ଦେଖିବାକୁ ମିଳିଲା l

blob:https://biplabnews.com/a29f3def-12be-486e-8851-e68579b28549