୨୦/୦୮ଟାଙ୍ଗୀ // ଚିଲିକା//ବାଣପୁର(ବିନୁ ଦାସ୍) :- ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଗମ୍ଭାରୀମୁଣ୍ଡା ଗ୍ରାମରେ ଗ୍ୟାସ୍ ଟାଙ୍କି ପାଇପ ଲିକେଜ ଓ ପରେ ବ୍ଲାଷ୍ଟିଂ ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ଗମ୍ଭାରୀମୁଣ୍ଡା ଗ୍ରାମର କାଳୁ ଚରଣ ପଣ୍ଡା । ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁ ବରଣ କରିଛନ୍ତି । ଗତ କାଲି ଏହି ଘଟଣା ଘଟିଥିଲା । ମୃତକ ପରିବାର କୁ ୨ ଲକ୍ଷ ଟଙ୍କା ଏବଂ ଆହତ ଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ଘୋଷଣା ।