ପୌଷ (ଧନୁ) ଡିସେମ୍ବର ୩୧ ତାରିଖ ୨୦୨୦
ମେଷ- କାର୍ଯ୍ୟ କ୍ଷେତ୍ରରେ ବାଧା ସୃଷ୍ଟି ହେବ। ସହଯୋଗ କମ ମିଳିବ। ଆୟ ସ୍ଥିର ରହିବ।
ବୃଷ – ଉଚ୍ଚ ଆଶା ପୋଷଣ କରିବେ। ଆୟ ଭଲ ହୋଇପାରେ। ନୂତନ ଦ୍ରବ୍ୟ କ୍ରୟ କରିବାର ଯୋଜନା କରିବେ।
ମିଥୁନ – ଲୋଭଗ୍ରସ୍ତ ହେବେ। ଅପଦସ୍ତ ହୋଇପାରନ୍ତି। ସତର୍କର ସହ କାର୍ଯ୍ୟ କରନ୍ତୁ।
କର୍କଟ – ଶ୍ରୀଚନ୍ଦ୍ର ରହିଛି। ସର୍ବ କୌଶଳ ଅନୁଭୂତ ହେବ। ଦିନଟି ଭଲରେ କଟିପାରେ।
ସିଂହ – କର୍ମକ୍ଷେତ୍ରରେ ବିରୋଧର ସମ୍ମୁଖୀନ ହେବେ। ମାନସିକ ଅସନ୍ତୋଷ ଦେଖାଦେଇ ପାରେ। ଆୟ ଠିକ ରହିବାର ସଂଭାବନା ଅଛି।
କନ୍ୟା – ଆଶ୍ଵସନା ପ୍ରାପ୍ତି ହେବ। ପୁରୁଣା ସମସ୍ୟା ସମାଧାନ ହୋଇପାରେ। ଶାରୀରିକ ସୁସ୍ଥତା ମିଳିବ।
ତୁଳା – ନିଷ୍ଠାରସହ କର୍ତ୍ତବ୍ୟ କରିବେ। ପାରିବାରିକ ସହଯୋଗ ମିଳିବ। ଚାଷୋପକରଣ କ୍ରୟ କରିପାରନ୍ତି ।
ବିଛା – ସେବା ପୂଜା ପ୍ରତି ଆଗ୍ରହ ବଢିବ। ମାନସିକ ଶାନ୍ତି ଅନୁଭବ କରିବେ। ପାରିବାରିକ ସଦଭାବନା ବୃଦ୍ଧି ପାଇବ।
ଧନୁ – କାର୍ଯ୍ୟହାନୀ ଘଟିବାର ଯୋଗ ରହିଛି। ମାତା ଦୂର୍ଗାଙ୍କର ଉପାସନା କରନ୍ତୁ ଲାଘବ ହେବ।
ମକର – ବନ୍ଧୁ ମିଳନ ଘଟିବ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହୋଇପାରେ। ବ୍ୟୟ ଅଧିକ ହେବାର ସଂଭାବନା ରହିଛି।
କୁମ୍ଭ – ଅହଂକାର ବୃଦ୍ଧି ଘଟିବ। ଶରୀର ସାମାନ୍ୟ ଅସୁସ୍ଥ ରହିପାରେ। ସାଧୁଙ୍କ ଆଶୀର୍ବାଦ ପ୍ରାପ୍ତିର ସଂଭାବନା ଅଛି।
ମୀନ – ଚିନ୍ତାଗ୍ରସ୍ତ ହେବେ। ବନ୍ଧୁ ସହଯୋଗ ମିଳିବ। ଆୟ ଠିକ ରହିବ।