କାର୍ତ୍ତିକ (କନ୍ୟା) ଅକ୍ଟୋବର ୨୯ ତାରିଖ ୨୦୨୦
ମେଷ – ଆମୋଦ ପ୍ରମୋଦ ଭିତରେ ଦିନଟି କଟିବ। ଆୟ ଭଲ ହେବ। ଶରୀର ସୁସ୍ଥ ରହିବ।
ବୃଷ – ଆତ୍ମରକ୍ଷା ପାଇଁ ପ୍ରଚେଷ୍ଟା କରିବେ। ବନ୍ଧୁ ସହଯୋଗ ମିଳିବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।
ମିଥୁନ – ନୀରବ ଭାବ ପ୍ରଦର୍ଶନ କରିବେ। ଧୈର୍ଯ୍ୟ ବୃଦ୍ଧି ଘଟିବ। ପାରିବାରିକ ସହଯୋଗ ମିଳିବ।
କର୍କଟ – ମାନହାନୀ ଘଟିପାରେ। ଭଗବାନ ଗଣେଶଙ୍କର ଉପାସନା କରନ୍ତୁ।
ସିଂହ – ପରିଶ୍ରମ ଅଧିକ ହେବ। ମାନସିକ ଶାନ୍ତି ମିଳିବ। ପାରିବାରିକ ସହଯୋଗ ପ୍ରାପ୍ତି ହେବ।
କନ୍ୟା – ଚିନ୍ତାଗ୍ରସ୍ତ ହେବେ। ମନ ଆନ୍ଦୋଳିତ ହୋଇପାରେ। ଆୟ କମ ହେବାର ସମ୍ଭାବନା ଅଛି।
ତୁଳା – ଉତ୍ସାହିତ ହେବେ। ଆୟ ଭଲ ହୋଇପାରେ। ସହଯୋଗ ପ୍ରାପ୍ତି ହେବାର ସମ୍ଭାବନା ଅଛି।
ବିଛା – ବ୍ୟୟ ବୃଦ୍ଧି ଘଟିବାର ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କର ଉପାସନା କରନ୍ତୁ ଲାଘବ ହେବ।
ଧନୁ – ଦ୍ରବ୍ୟ ଲାଭ ହୋଇପାରେ। ଦିନଟି ମଧ୍ୟମ ଫଳ ଦାୟକ ହେବାର ସମ୍ଭାବନା ଅଛି।
ମକର – କାର୍ଯ୍ୟ ସଫଳ ଯୋଗ ରହିଛି। କର୍ମତତ୍ପର ହୁଅନ୍ତୁ। ଦିନଟି ଭଲରେ କଟିପାରେ।
କୁମ୍ଭ – ପରୋପକାର କରିବେ। ପାରିବାରିକ ସହଯୋଗ ମିଳିବ। ଆୟ ପ୍ରାୟ ଭଲ ହେବ।
ମୀନ – ବିଷର୍ଣ୍ଣଭାବ ଦେଖାଦେବ। ମନ ଅସନ୍ତୋଷ ରହିବ। ମାତା ବୃନ୍ଦାବତୀଙ୍କର ଉପାସନା କରନ୍ତୁ ଲାଘବ ହେବ।