ଆଶ୍ଵିନ (କନ୍ୟା) ସେପ୍ଟେମ୍ବର ୨୭ ତାରିଖ ୨୦୨୦
ମେଷ – ସମ୍ମାନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ସହଯୋଗ ମିଳିବ।
ବୃଷ – ପରୋପକାର କରିପାରନ୍ତି। ପାରିବାରିକ ସହଯୋଗ ପ୍ରାପ୍ତି ହେବ। ଆୟ ସ୍ଥିର ରହିବ।
ମିଥୁନ – ଧନପ୍ରାପ୍ତି ଯୋଗ ରହିଛି। ବନ୍ଧୁ ସହଯୋଗ କରିବେ। ମାନସିକ ଶାନ୍ତି ମିଳିବ।
କର୍କଟ – ଭୋଗ ବିଳାସରେ ଦିନଟି କଟିପାରେ। ଆୟ ଭଲହେବ। ମନ ପ୍ରଫୁଲ୍ଲୁ ରହିବ।
ସିଂହ – ଘାତଚନ୍ଦ୍ର ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ମାତା କାଳୀଙ୍କର ଉପାସନା କରନ୍ତୁ।
କନ୍ୟା – କୌଣସି ଆଲୋଚନାରେ ଅଂଶ ଗ୍ରହଣ କରିପାରନ୍ତି। ଶରୀର ସୁସ୍ଥ ରହିବ। ଆୟ ଠିକ ହେବ।
ତୁଳା – ଶତ୍ରୁ ବୃଦ୍ଧି ଘଟିବାର ଯୋଗ ରହିଛି। ସତର୍କର ସହ କାର୍ଯ୍ୟ କରନ୍ତୁ। ଭଗବାନ ବିଷ୍ଣୁଙ୍କର ଉପାସନା କରନ୍ତୁ ଲାଘବ ହେବ।
ବିଛା – ସୁଖ ସମ୍ମାନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ। ଆୟ ଭଲ ହୋଇପାରେ।
ଧନୁ – ଆୟ କମ ହେବ। ମନ ଅସ୍ଥିର ହୋଇପାରେ। ପାରିବାରିକ ସହଯୋଗ ମିଳିବ।
ମକର – ଉତ୍ସାହିତ ହେବେ। ବନ୍ଧୁ ଦର୍ଶନ ହୋଇପାରେ। ସୁଖାଦ୍ୟ ଭୋଜନ ପ୍ରାପ୍ତି ହେବାର ସମ୍ଭାବନା ରହିଛି।
କୁମ୍ଭ – ପ୍ରତାରଣର ଶିକାର ହୋଇପାରନ୍ତି। ଶାରୀରିକ ସୁସ୍ଥତା ମିଳିବ। ଆୟ ଠିକ ରହିବ।
ମୀନ – ସାହାଯ୍ୟ ପ୍ରଦାନ କରିବେ। ମାନସିକ ଶାନ୍ତି ମିଳିବ। ଆୟ ଭଲ ହୋଇପାରେ।