ଭୁବନେଶ୍ୱର: କୋରୋନା ନେଲା ଆଉ 2 ଜୀବନ । ରାଜ୍ୟରେ 25 ଛୁଇଁଲା ମୃତ୍ୟୁ ସଂଖ୍ୟା । ମୃତ 2 ଜଣ ହେଲେ ଗଞ୍ଜାମ ଜିଲ୍ଲାର । ତେବେ ଚିକିତ୍ସାଧିନ ଅବସ୍ଥାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରୁ 48 ବର୍ଷିୟ ଜଣେ ମହିଳା ହୋଇଥିବାବେଳେ ଅନ୍ୟଜଣେ 39 ବର୍ଷିୟ ମହିଳା ଯିଏକି ବିଭିନ୍ନ ରୋଗରେ ପିଡିତ ଥିଲେ ।