ବ୍ରହ୍ମପୁର:୭/୧୨(ଶ୍ରୀକାନ୍ତ କୁମାର ବେହେରା):ବଡ଼ବଜ଼ାର ଥାନା ଅନ୍ତ ଗତ ହରିହର ନଗରରେ ଚାଲିଛି ଖୁଲାମ ଖୁଲା ଦୁଇ ନମ୍ଭର ଟମାଟୋ ସସ୍ ତିଆରି। ଏବଂ ତିଆରି କରିବାରେ ସାହାଯ୍ୟ କରୁଚି ନିଜର ମାମୁ ବୋଲି ସୁଚନା ।ବ୍ରହ୍ମପୁର ରେ ନକଲି ଟମାଟ ସସ୍ ସରକାରଙ୍କ ନିୟମ ଅନୁସାରେ ଟମାଟ ସସ୍ କରିବା ପାଇଁ GST ଟ୍ରେଡ଼ ଲାଇସେନ୍ସ, ଫୁଡ଼ ଲାଇସେନ୍ସ, ନିହାତି ଭାବେ ଆବଶ୍ୟକ ପଡୁଥିବା ବେଳେ ବ୍ରହ୍ମପୁର ଲଷ୍ମୀନୃରସିଂହ ସାହି ଶାନ୍ତି ନଗର ରେ ସାହୁ ନାମକ ଭଦ୍ରବେକ୍ତି ଜଣକ ବେଧଡକ ଭାବେ ସରକାରୀଙ୍କ ନିୟମକୁ ଫୁ, କରି ଉଡାଇଛନ୍ତି ଟମାଟ ସସ୍ ମାଲିକ ଶିବ ସାହୁ l ଆଜିକୁ ବହୁ ବର୍ଷ ଧରି ବଜାରରେ ନିମ୍ନମାନର ଭେଜାଲ ଟମାଟ ସସ୍, ଦୋକାନୀକୁ ଦେଇ ଲୋକଙ୍କ ଜୀବନ ସହ ଖେଳି ଆସୁଛନ୍ତି ସାହୁ କଳା ବ୍ୟବସାୟୀ ଭାବେ ବିକ୍ରି କରିଚାଲିଛନ୍ତି l ଆଜିକୁ ପ୍ରାୟ କିଛି ମାସ ଧରି ଅନମୋଲ ଟମାଟ ସସ୍ ପାଖରେ ରଖି ନିଜ ମାମୁଁ ଙ୍କ ସାହାଯ୍ୟ ରେ ରାତାରାତି ବଡ଼ ଲୋକ ହେବାପାଇଁ ସପ୍ନ ଦେଖୁଛି ସାହୁ ଚଳାଇଛନ୍ତି କଳା କାରେନାମା l ଟମାଟ ସସ୍ ର ଚି଼ହ୍ନ ବର୍ଣ୍ଣ ନାହିଁ ଖାଲି ପଚା କଖାରୁ ତିଆରିରେ ରଙ୍ଗ ଓ ଫ୍ଲେବର ମିଶ୍ରଣ କରି ଅସଲି ସସ୍ ବନେଇ ଦିଆଯାଉଛି ଗ୍ରାହକଙ୍କୁ l ଯାହାକୁ ଗ୍ରାହକ ଅତି ଶ୍ରଦ୍ଧାରେ ଆପଣେଇ ନେଉଛନ୍ତି l ଏପରି ଅନେକ କାରଖାନା ଗଢି ଉଠିଛି ବ୍ରହ୍ମପୁର ରେ ସକାଳ ଓ ସନ୍ଧ୍ୟା ସମୟ ହେଲେ ଦୋକାନୀ ମାନେ ଦୋକାନ ଖାଦ୍ୟକୁ ଚଟପଟି କରିବା ପାଇଁ ଟମାଟ ସସ୍ ଓ ଚିଲି ର ବ୍ୟବହାର କରନ୍ତି ଦୋକାନୀ l ମାତ୍ର ସେ ବ୍ୟବହାର କରୁଥିବା ଟମାଟ ସସ୍ ଅସଲି ନୁହେଁ ନକଲି ତାହା ପୁଣି ହାନିକାରକ କେମିକାଲ ରୁ ପ୍ରସ୍ତୁତ ଗ୍ରହକଙ୍କୁ ଖାଦ୍ୟ ନାଁ ରେ ଦିଆଯାଉଛି ବିଷ l ଏହି ଅପମିଶ୍ରିତ ସସ୍ ଖାଇବା ଦ୍ୱାରା ପେଟ ରୋଗ ଦେଖାଦେଇଥାଏ ପେଟରେ ଗ୍ୟାସହେବା,ଠିକସେ ହଜମ ହୋଇନାହିଁ କିଛିଦିନ ପରେ ତାହା ଲିଭରକୁ ଧରି ଲୋକେ ସିର୍ସ ହୋଇ ମ୍ୟାଡିକାଲ ରେ ମୃତ୍ୟୁ ବରଣ କରନ୍ତି l ଏପରି ପରିସ୍ଥିତି ରେ ହାତ ଯୋଡି ବସିଛି ବ୍ରହ୍ମପୁର ର BMC କେବେ ଆଖି ଖୋଲିବ BMC ର ଦୋଷୀ ଙ୍କୁ ଧରିବାପାଇଁ l ଗରିବ ଉଠା ଦୋକାନୀ କୁ ଉଠାଇ ବାହାବାହା ମାରୁଛନ୍ତି ବ୍ରହ୍ମପୁର BMC କର୍ମଚାରୀ ମାନେ l