ମୁନିଗୁଡା/ରାୟଗଡା-୩୦/୧୧(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ। ରାୟଗଡା ଏଡିଏମ୍ ସୋମନାଥ ପ୍ରଧାନ ଉପସ୍ଥିତ ରେ ମୁନିଗୁଡା ପଞ୍ଚାୟତ ସଭା ଗୃହ ଠାରେ ବିଭିନ୍ନ ସମସ୍ଯା କୁନେଇ ପ୍ରଶ୍ନ କରିଥିଲେ ଜି ଆରସି ମାନଙ୍କୁ ପିଓ ଙ୍କ ନିର୍ଦ୍ଦେଶ କାମ କରିବାକୁ ପରାମର୍ଶ ଦେଇଥିଲେ। ଗୋଷ୍ଠୀଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ବେହେର ବାଇଷ୍ ଚ୍ୟାରେମେନ୍ ଆଦର୍ଶ କୁଶୁଲିଆ ଉପସ୍ଥିତ ଥିବା ସମସ୍ତ ସମିତି ସଭ୍ଯ,ସରପଞ୍ଚ,ଓ ନିର୍ବହୀ ଯନ୍ତୀ ଫରେଷ୍ଟ ଡିପାର୍ଟମେଣ୍ଟ ବ୍ଲକର ସରକାରୀ କର୍ମ ଚାରୀ ଉପସ୍ଥିତ ଥିଲେ ।