ରାୟଗଡ଼ା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ପିଲା ଚୋରି।

ରାୟଗଡ଼ା,(ପ୍ରଫୁଲ୍ଲ କୁମାର ବେହେରା) : ଆଜି ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଦିନ ଦିପହରେ ଏକ ବର୍ଷ ର ଶିଶୁ ପୁତ୍ର କୁ ଚୋରି କରି ଯୁବକ ଫେରାର । ମେଡିକାଲ ପକ୍ଷରୁ ଥାନାରେ ଏତେଲା ଦେଲେ। ଏହା ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟରେ ସିସିଟିଭି କ୍ୟାମେରା ଦେଖିବା ବେଳେ ଫୁଟେଜ ରେ କେହି ଏକ ଯୁବକ ଗୋଟିଏ ଛୁଆ କୁ ନେଇ ଯାଇଥିଵା ଦେଖିବାକୁ ମିଳିଛି ।ସେହି ଯୁବକ କୁ ପୋଲିସ ପକ୍ଷରୁ ଖଜା ଆଜି ଚାଲିଥିବା କୁହାଯାଉଛି ।