ବ୍ରହ୍ମପୁର ବଡ଼ ମେଡିକାଲ୍‌ରେ ଅଗ୍ନିକାଣ୍ଡ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ପ୍ଲାଷ୍ଟିକ ସର୍ଜରୀ ୱାର୍ଡରୁ ଘଟିଛି ଅଗ୍ନିକାଣ୍ଡ । ନିୟନ୍ତ୍ରଣ ପାଇଁ ଅଗ୍ନିଶମ ବାହିନୀକୁ ଡାକିଛନ୍ତି ଅଧୀକ୍ଷକ । ୱାର୍ଡରେ ନିଆଁ ଲାଗିବା ପରେ ରୋଗୀମାନେ ବାହାରକୁ ଚାଲିଭ ଆସିଛନ୍ତି। କେଉଁ ପରିସ୍ଥିତିରେ ମେଡିକାଲ୍‌ରେ ନିଆଁ ଲାଗିଲା ତାହା ଜଣାପଡ଼ିନି । ଘଟଣାକୁ ନେଇ ଲୋକମାନଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଅନ୍ୟପଟେ ମେଡିକାଲ ପକ୍ଷରୁ ଘଟଣାର ଘଟଣାର ତଦନ୍ତ ଚାଲିଛି, କିନ୍ତୁ ଏସମ୍ପର୍କରେ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ବୟାନ ଦିଆଯାଇ ନାହିଁ ।