ଆଜି ଆଷାଢ ମାସର ବଡ ଏକାଦଶୀ ନିତି ପାଳିତ

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧବଳରାମ ଜିୟୁ ଙ୍କ ମନ୍ଦିର ପ୍ରାବଣର ଆଷାଢ ମାସର ବଡ ଏକାଦଶୀ ନିତି ପାଳିତ ହୋଇ ଯାଇଛି । ପ୍ରାତରୁ ମଙ୍ଗଳ ଆଳତି ଦ୍ଵାର ପାଳ ପୂଜା । ସୂର୍ଯ୍ୟ ପୂଜା ଠାକୁରଙ୍କ ମହାସ୍ନାନ ନୂତନ ବତ୍ସ ତୁଳସିହାରେ ଓ ଫୁଲ ହାରରେ ସୁସଜ୍ଜିତ କରାଯାଇଥିଲା । ବ୍ରଲ୍ଲବ ଭୋଗ ଲାଗି କରାଯାଇଥିଲା ।୧୦.୩୦ ରେ ଖେଚେଡି ଭୋଗ ମଧ୍ୟାନ୍ନରେ ଅନ୍ନ ଧୂପ ସନ୍ଧ୍ୟାରେ ଆଳତି। ଏକାଦଶୀ ବେଢା ରାତ୍ର ଧୂପ, ରାତ୍ରର ମହାଦିପ ଉଠିବାର ବ୍ୟବସ୍ଥା ଅଛି । ପୂଜକ ଶବତ୍ସ ମିଶ୍ର ଓ ଜମାଦାର ଶ୍ୟାମ ସୁନ୍ଦର ପାଣି ଗ୍ରାହିଙ୍କ ଉପସ୍ଥିତରେ ଏହି ଏକାଦଶି ନିତିଟି ସପୂର୍ଣ୍ଣ ହୋଇଥିଲା ।