ଢେଙ୍କାନାଳ,(ଶୁଭମ ପାଣି): ଢେଙ୍କାନାଳ ଆଜି ସକାଳେ ଜଣେ ମହିଳା ଚାଲି ଚାଲି ଯାଉଥିବା ସମୟରେ ଏକ ସ୍କୁଟି ଧକ୍କା ଦେବା ଫଳରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା, ଫଳରେ ସେ ସେହିଠାରେ ଚେତାଶୂନ୍ୟ ହୋଇଯାଇଥିଲେ, କିଛି ସମୟ ପରେ ଆମ୍ବୁଲାସ ଆସିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସୂଚନା ଆଉ କି ମହିଳା ଜଣଙ୍କ ଭଗବାନପୁର ଅଞ୍ଚଳର ଓ ତାଙ୍କ ନାମ ଜୟନ୍ତି ବେହେରା ….